ଟି-ସର୍ଟରେ ଧୋନି ଏମିତି କଣ ଲେଖିଲେ ଯେ, ଫ୍ୟାନ୍ ପୁରୁଣା ଦିନର ଟେଲିଗ୍ରାମକୁ ମନେ ପକାଉଛନ୍ତି

Dhoni: କ୍ରିକେଟ ଦୁନିଆର ରହସ୍ୟମୟ ଖେଳାଳି ମହେନ୍ଦ୍ର ସିଂହ ଧୋନି। ସେ ଆଇପିଏୱଲ ବେଳେ ଆସନ୍ତି, ତାପରେ ଗାୟବ ହୋଇଯାଆନ୍ତି। ତାଙ୍କୁ କାଳେ ଫୋନକଲରେ ପାଇବା ସହଜ ନୁହେଁ। ସେ ଫୋନ୍ କାହିଁକି ରଖନ୍ତି ନାହିଁ ତାକୁ ନେଇ ବି ଅନେକ ଥିଓରୀ ଅଛି। ରହସ୍ୟମୟ ଧୋନୀ ଓ ତାଙ୍କ କାହାଣୀ ତାଙ୍କ ଭଳି ରହସ୍ୟମୟ। ତାଙ୍କ ମନରେ କ’ଣ ଚାଲିଛି ତାହା କେବଳ ଧୋନି ହିଁ ଜାଣନ୍ତି। ଆଇପିଏଲ୍ ଶେଷ ହେବା ପରେ ନିଖୋଜ ହୋଇଯାଇଥିବା … Continue reading ଟି-ସର୍ଟରେ ଧୋନି ଏମିତି କଣ ଲେଖିଲେ ଯେ, ଫ୍ୟାନ୍ ପୁରୁଣା ଦିନର ଟେଲିଗ୍ରାମକୁ ମନେ ପକାଉଛନ୍ତି