IPL 2026: ଚେନ୍ନାଇ ଶିବିରରେ ‘ମାହି’ ସଙ୍କଟ; ୨ ସପ୍ତାହ ପାଇଁ ପଡ଼ିଆ ବାହାରେ ଧୋନି, କିଏ ସମ୍ଭାଳିବ ଉଇକେଟ୍ କିପିଂ? || Dhoni out for 2 weeks, who will take care of Chennai camp wicketkeeping?

ଆଇପିଏଲ୍ ୨୦୨୬ର ରୋମାଞ୍ଚ ଆରମ୍ଭ ହେବା ପୂର୍ବରୁ ହିଁ ପାଞ୍ଚଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ (CSK) ପାଇଁ ଏକ ବଡ଼ ଦୁଃସମ୍ବାଦ ସାମ୍ନାକୁ ଆସିଛି। ଦଳର ମେରୁଦଣ୍ଡ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ସେ କୌଣସି ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ଫ୍ରାଞ୍ଚାଇଜ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗୁରୁତର ଆହତ ସମସ୍ୟା: ପ୍ରଥମ ୪ଟି ମ୍ୟାଚ୍‌ରୁ ବାଦ୍ ସୂଚନା ଅନୁଯାୟୀ, … Continue reading IPL 2026: ଚେନ୍ନାଇ ଶିବିରରେ ‘ମାହି’ ସଙ୍କଟ; ୨ ସପ୍ତାହ ପାଇଁ ପଡ଼ିଆ ବାହାରେ ଧୋନି, କିଏ ସମ୍ଭାଳିବ ଉଇକେଟ୍ କିପିଂ? || Dhoni out for 2 weeks, who will take care of Chennai camp wicketkeeping?