ଏବେ ବିଶ୍ୱ ବଜାରରେ ଢେଙ୍କାନାଳ ଆମ୍ବ
Dhenkanal mango: ୧୫ ବର୍ଷର ରପ୍ତାନୀ ଚୁକ୍ତି ସ୍ୱାକ୍ଷରିତ କଲେ ସରକାର ଏବେ ବିଶ୍ୱ ବଜାରରେ ମିଳିବ ଢେଙ୍କାନାଳର ସୁଆଦିଆ ଆମ୍ବ। ଢେଙ୍କାନାଳ ଜିଲ୍ଲାରୁ ଏହାର ଆମ୍ବର ପହଂଚକୁ ବିଶ୍ୱ ବଜାରକୁ ବିସ୍ତାର କରିବା ଦିଗରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଢେଙ୍କାନାଳର ସ୍ୱତନ୍ତ୍ର ଆମ୍ବକୁ ଆନ୍ତର୍ଜାତିକ ସ୍ତରରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ବେସରକାରୀ ସଂଗଠନ ସହ ମିଳିତ ଭାବେ ସରକାର ସୋମବାର ୧୫ ବର୍ଷ ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି। … Continue reading ଏବେ ବିଶ୍ୱ ବଜାରରେ ଢେଙ୍କାନାଳ ଆମ୍ବ
Copy and paste this URL into your WordPress site to embed
Copy and paste this code into your site to embed