Dharmendra’s UGC fire, Modi worried ।। ଧର୍ମେନ୍ଦ୍ରଙ୍କ ୟୁଜିସି ନିଆଁ, ମୋଦୀ ଛାନିଆ

ଭାରତର ଶିକ୍ଷା ବ୍ୟବସ୍ଥା କେବଳ ପାଠପଢ଼ାର ମଞ୍ଚ ନୁହେଁ ; ଏହା ସଦାସର୍ବଦା ରାଜନୀତି, ସମାଜ ଓ ଶକ୍ତି ସମୀକରଣର ଏକ ସଜୀବ ପ୍ରତିବିମ୍ବ । ବିଶ୍ୱବିଦ୍ୟାଳୟ କ୍ୟାମ୍ପସଗୁଡ଼ିକରେ କ’ଣ ପଢ଼ାଯାଉଛି ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ—କେହି କିପରି ବଞ୍ଚୁଛି, କେହି କିପରି ଦମିତ, କେହି କିପରି ସୁରକ୍ଷିତ ଓ କେହି କିପରି ଅସୁରକ୍ଷିତ ?  ୟୁଜିସିର ନୂତନ ‘ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସମାନତା ପ୍ରୋତ୍ସାହନ ନିୟମାବଳୀ–୨୦୨୬’ ଏହି ସତ୍ୟକୁ ପୁଣିଥରେ ସାମ୍ନାକୁ ଆଣିଦେଇଛି—କିନ୍ତୁ ଏହା ଏକ ଭୟଙ୍କର ରାଜନୈତିକ … Continue reading Dharmendra’s UGC fire, Modi worried ।। ଧର୍ମେନ୍ଦ୍ରଙ୍କ ୟୁଜିସି ନିଆଁ, ମୋଦୀ ଛାନିଆ