ମୋହନଙ୍କୁ ଧର୍ମେନ୍ଦ୍ରଙ୍କ ଆଞ୍ଚଳିକ ତୀର!
ରାଜ୍ୟ ବିଜେପି ରାଜନୀତିରେ ଏକ ଘରିକିଆ ହୋଇପଡ଼ିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଗୁରୁତ୍ୱ ରକ୍ଷା କରିବା ପାଇଁ ପଶ୍ଚିମ-ମଧ୍ୟ ଓଡ଼ିଶା କାର୍ଡ ଖେଳିବା ଆରମ୍ଭ କରିଛନ୍ତି। ପଶ୍ଚିମ ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ନୂଆ ରାଜନୀତିକ ଓ ଆର୍ଥିକ ରଣନୀତି ପ୍ରସ୍ତୁତ ହେଉଛି। ଓଡ଼ିଶାର ରାଜନୀତି ଏବେ କେବଳ ସଂଗଠନ ଓ ସରକାରୀ ସ୍ତରର ତର୍କରେ ସୀମିତ ରହି ନାହିଁ; ଏହା ଆର୍ଥିକ ଦୃଷ୍ଟିକୋଣରେ ମଧ୍ୟ ଏକ ନୂଆ ପର୍ଯ୍ୟାୟକୁ ପ୍ରବେଶ କରିଛି। ଏହି ତର୍କରେ … Continue reading ମୋହନଙ୍କୁ ଧର୍ମେନ୍ଦ୍ରଙ୍କ ଆଞ୍ଚଳିକ ତୀର!
Copy and paste this URL into your WordPress site to embed
Copy and paste this code into your site to embed