Dharmendra’s fears are allayed by Ashwani’s help ।। ଧର୍ମେନ୍ଦ୍ରଙ୍କ ଭୟ ଅଶ୍ୱନୀଙ୍କ ଶରଣରେ ଅଚ୍ୟୁତ

ରାଜ୍ୟରେ ଛାତ୍ରୀ ନିର୍ଯାତନା ଜନିତ ଆତ୍ମହତ୍ୟାର ମୂଳଦୁଆ ପକାଇଥିବା ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ କିଟ୍ ବିଶ୍ୱବିଦ୍ୟାଳୟ ଏବେ ଅଡ଼ୁଆରେ ପଡ଼ିଛି । କାରଣ କିଟ୍ ର ଦୁଇ ଜଣ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ଏନଏଚ୍ଆରସି ଓ ୟୁଜିସି ପକ୍ଷରୁ ଏବେ ଷଣ୍ଢୁଆସି ଆକ୍ରମଣ ହୋଇଛି । ୟୁଜିସି ତାର ରିପୋର୍ଟରେ କିଟ୍ ଠାରୁ ଜବାବ ମାଗିଥିବା ବେଳେ ଆଗାମୀ ଦିନରେ ତାର ମାନ୍ୟତା ପ୍ରତ୍ୟାହାର ପାଇଁ ଧମକ ଦେଇଛି । ଗତ ସପ୍ତାହରେ … Continue reading Dharmendra’s fears are allayed by Ashwani’s help ।। ଧର୍ମେନ୍ଦ୍ରଙ୍କ ଭୟ ଅଶ୍ୱନୀଙ୍କ ଶରଣରେ ଅଚ୍ୟୁତ