ଧର୍ମେନ୍ଦ୍ର ପୁଣି ମନ୍ତ୍ରୀ ହେବେ! || Dharmendra will be a minister again!

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସରେ କିମ୍ବା ଆଗାମୀ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ନିଜ ସରକାରଙ୍କ ଟିମ୍‌ରେ ଏକ ବିରାଟ ଅଦଳବଦଳ କରିବାକୁ ଯାଉଛନ୍ତି ବୋଲି ଜୋରଦାର ଚର୍ଚ୍ଚା ଚାଲିଛି। ସାଙ୍ଗଠନିକ ସ୍ତରରେ ପରିବର୍ତ୍ତନ ସରିବା ପରେ, ଏବେ ସରକାରୀ ସ୍ତରରେ ଦାୟିତ୍ୱର ନୂତନ ଭାଗବଣ୍ଟା ହେବାକୁ ଯାଉଛି। ଖବର ରହିଛି ଯେ ପ୍ରାୟ ଦୁଇ ଡର୍ଜନରୁ ଅଧିକ ମନ୍ତ୍ରୀଙ୍କ ବିଭାଗ ବଦଳାଯାଇପାରେ। କିଛି ମନ୍ତ୍ରୀଙ୍କ କାର୍ଯ୍ୟଭାର ହ୍ରାସ ପାଇପାରେ, ପୁଣି କିଛି ନୂଆ ଏବଂ … Continue reading ଧର୍ମେନ୍ଦ୍ର ପୁଣି ମନ୍ତ୍ରୀ ହେବେ! || Dharmendra will be a minister again!