ଧର୍ମେନ୍ଦ୍ର ବନାମ ଡିଏମକେ, ଲୋକସଭା ଅସ୍ୱାଭାବିକ, ମୁଲତବୀ; ଦୁଃଖ ପ୍ରକାଶ କଲେ ଶିକ୍ଷାମନ୍ତ୍ରୀ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭାର ନିଜଦ୍ୱାରା ବ୍ୟବହୃତ ଶବ୍ଦ ପାଇଁ ସମାଲୋଚନାର ପାତ୍ର ହୋଇଛନ୍ତି। ଏପରିକି ଏହି ଶବ୍ଦକୁ ଫେରାଇ ନେଲେ ବୋଲି ମଧ୍ୟ ଗୃହରେ କହିଛନ୍ତି। ଜାତୀୟ ଶିକ୍ଷା ନୀତି ଲାଗୁ କରିବା ନେଇ ତାମିଲନାଡୁ ସରକାର ଦୋମୁହାଁ ନୀତି ଆପଣାଉଛନ୍ତି ବୋଲି କହିବାବେଳେ ଉତ୍ତେଜିତ ହୋଇ ତାମିଲନାଡୁ ସରକାର ଏବଂ ଏହାର ଜନତାଙ୍କ ପାଇଁ ଅନ୍‍ସିଭିଲାଇଜଡ୍‍ ତଥା ଅସଭ୍ୟ  ଶବ୍ଦ ବ୍ୟବହାର କରିଥିଲେ। ଯାହାକୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା ଏବଂ … Continue reading ଧର୍ମେନ୍ଦ୍ର ବନାମ ଡିଏମକେ, ଲୋକସଭା ଅସ୍ୱାଭାବିକ, ମୁଲତବୀ; ଦୁଃଖ ପ୍ରକାଶ କଲେ ଶିକ୍ଷାମନ୍ତ୍ରୀ