ନିଟ୍ ପେପର ଲିକ୍ ମାମଲାରେ ରାହୁଲ ଗାନ୍ଧୀ ଓ ‘କକ୍ରୋଚ୍ ଜନତା ପାର୍ଟି’ ଉପରେ ବର୍ଷିଲେ ଧର୍ମେନ୍ଦ୍ର || Dharmendra slams Rahul Gandhi and ‘Cockroach Janata Party’ over NEET paper leak case

ସାରା ଦେଶରେ ନିଟ୍ (NEET) ପେପର ଲିକ୍ ବିବାଦକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ଏବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବେ ଆଲୋଚନା କରିବା ସହ ରାହୁଲ ଗାନ୍ଧୀ ଏବଂ ‘କକରୋଚ୍ ଜନତା ପାର୍ଟି’ (CJP) ଉପରେ କଡ଼ା ପ୍ରହାର କରିଛନ୍ତି। ‘ଭୁଲ୍ ହୋଇଛି, ମୁଁ ଦାୟୀ’ : ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ନିଟ୍ ପରୀକ୍ଷାରେ ଯାହା … Continue reading ନିଟ୍ ପେପର ଲିକ୍ ମାମଲାରେ ରାହୁଲ ଗାନ୍ଧୀ ଓ ‘କକ୍ରୋଚ୍ ଜନତା ପାର୍ଟି’ ଉପରେ ବର୍ଷିଲେ ଧର୍ମେନ୍ଦ୍ର || Dharmendra slams Rahul Gandhi and ‘Cockroach Janata Party’ over NEET paper leak case