Dharmendra out from the National Presidential race! II ରାଷ୍ଟ୍ରୀୟ ସଭାପତି ଦୌଡ଼ରୁ ବାଦ୍‍ ପଡ଼ିବେ ଧର୍ମେନ୍ଦ୍ର!

ସମସାମୟିକ ରାଜନୀତିରେ କ୍ଷମତା ଓ ପଦବୀ ହିଁ ଜଣେ ରାଜନେତାଙ୍କ ସମ୍ମାନ, ପାର୍ଷଦ ଓ ଆଭିଜାତ୍ୟକୁ ବର୍ଣ୍ଣନା କରେ। କେବଳ ଆମ ରାଜ୍ୟରେ ନୁହେଁ ପ୍ରତି ରାଜ୍ୟ ଓ କେନ୍ଦ୍ର ରାଜନୀତିରେ ଏହାକୁ ବାରିବା ଅତ୍ୟନ୍ତ ସହଜ। ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ବି ଏମିତି କ୍ଷମତା ଓ ପଦବୀରେ ୨୦୧୪ ମସିହାରୁ ରହି ଆସିଛନ୍ତି। ରାଜ୍ୟସଭାରୁ ସାଂସଦ ହୋଇ ମଧ୍ୟ ସେ ଲଗାତାର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନୀତ ହୋଇଛନ୍ତି। କେନ୍ଦ୍ରରେ ନିଜର ଆଉ ଓଡ଼ିଆ ଭାବେ … Continue reading Dharmendra out from the National Presidential race! II ରାଷ୍ଟ୍ରୀୟ ସଭାପତି ଦୌଡ଼ରୁ ବାଦ୍‍ ପଡ଼ିବେ ଧର୍ମେନ୍ଦ୍ର!