ଚିନ୍ତାରେ ଧର୍ମେନ୍ଦ୍ର

ଏକଦା ଓଡ଼ିଶା ବିଜେପିର ଅଘୋଷିତ ମୁଖିଆ ସାଜିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏବେ ବେଳେ ଖରାପ ଚାଲିଛି। ନା ରାଜନୀତିକ ସମୀକରଣ କାମ ଦେଉଛି ନା ପ୍ରାକୃତିକ ପରିବେଶ। ପରିସ୍ଥିତି ଏପରି ହୋଇଛି ଯେ, ଧର୍ମେନ୍ଦ୍ର ନା କହିପାରୁଛନ୍ତି ନା ସହିପାରୁଛନ୍ତି। ଯେଉଁ ସମ୍ବଲପୁରରୁ ତାଙ୍କୁ ଲୋକମାନେ ନିର୍ବାଚିତ କରିଛନ୍ତି ସେହି ଲୋକମାନଙ୍କୁ ବି ସେ ଉଚିତ ନ୍ୟାୟ ଦେବାରେ ସମର୍ଥ ହୋଇପାରୁ ନାହାନ୍ତି। ଧର୍ମେନ୍ଦ୍ରଙ୍କ ଲାଗି ନ୍ୟୁ ନର୍ମାଲ ସାଜିଥିବା ଓଡ଼ିଶାର ପରିବର୍ତ୍ତିତ ରାଜନୀତିକ ପରିବେଶକୁ … Continue reading ଚିନ୍ତାରେ ଧର୍ମେନ୍ଦ୍ର