Development stopped in BMC ।। ବିଏମ୍‍ସିରେ ଠପ ହୋଇପଡ଼ିଛି ବିକାଶ କାର୍ଯ୍ୟ

ରାଜନୀତିର ପଶାପାଲିର ରାଜଧାନୀ ଭୁବନେଶ୍ଵରର ବିକାଶ। ବେଶ୍‍ କିଛିମାସ ହେବ ରାସ୍ତାଘାଟଠାରୁ ଆରମ୍ଭ କରି ୱାର୍ଡ଼ର ବିକାଶ କାର୍ଯ୍ୟ ଗତି ଧରୁନି। କେଉଁ ପୂର୍ବ କାର୍ଯ୍ୟାଳୟ ଅଧାପନ୍ତୁରିଆ ଅବସ୍ଥାରେ ପଡ଼ିଛି ତ କେଉଁ ରାସ୍ତାଘାଟ, ନାଳ, ପାର୍କ ଓ ଅନ୍ୟାନ୍ୟ ବିକାଶ କାମ ଅଟକିଛି। ଏହାକୁ ନେଇ ପ୍ରତିଥର କର୍ପୋରେସନ୍ ବୈଠକରେ ତୁମ୍ବି ତୋଫାନ ହେଉଛି । କର୍ପୋରେଟରମାନେ ଜବାବ ମାଗୁଛନ୍ତି। କିନ୍ତୁ ମେୟର ସବୁଥର ଅନୁଦାନ ନଥିବା କହି ହାତ ଟେକି ଦେଉଛନ୍ତି। ରାଜଧାନୀ ରାସ୍ତା … Continue reading Development stopped in BMC ।। ବିଏମ୍‍ସିରେ ଠପ ହୋଇପଡ଼ିଛି ବିକାଶ କାର୍ଯ୍ୟ