ହତାଶ୍‍ ମୁଖ୍ୟମନ୍ତ୍ରୀ; ମୁଖ୍ୟମନ୍ତ୍ରୀଙ୍କ ପିଠିରେ ଛୁରିକାଘାତ!

ସରକାରଙ୍କୁ ବର୍ଷେ ପୂରିବାକୁ ବସିଲାଣି କିନ୍ତୁ ମନ୍ତ୍ରିମଣ୍ଡଳ ଓ ଅମଲଲାତନ୍ତ୍ର ଭିତରେ ସମନ୍ୱୟ ପ୍ରତିଷ୍ଠା କରିପାରୁ ନାହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉପରୁ ତଳକୁ ସରକାରଙ୍କ ଆଭିମୁଖ୍ୟ ପ୍ରବାହିତ ହୋଇପାରୁନାହିଁ। ଏଯାଏ ବି ରାଜ୍ୟର ଅଧିକାରୀଙ୍କ ଉପରେ ବିଜୁ ଜନତା ଦଳର ପ୍ରଭାବ ରହିଛି। ଏ କଥାକୁ ଖୋଦ୍‍ ମୁଖ୍ୟମନ୍ତ୍ରୀ ସ୍ୱୀକାର କରୁଛନ୍ତି, ପୁଣି ଯେତେବେଳେ ଅଫିସରଙ୍କୁ ଭେଟୁଛନ୍ତି ସେତେବେଳେ ଏହି କଥା କହି ନିଜର ହତାଶାକୁ ସ୍ପଷ୍ଟ କରୁଛନ୍ତି। ଏ ଉକ୍ତି ରାଜ୍ୟବାସୀଙ୍କ ମନରେ … Continue reading ହତାଶ୍‍ ମୁଖ୍ୟମନ୍ତ୍ରୀ; ମୁଖ୍ୟମନ୍ତ୍ରୀଙ୍କ ପିଠିରେ ଛୁରିକାଘାତ!