କ’ଣ ପାଇଁ ପ୍ରସବ ପରେ ଚିନ୍ତାଗ୍ରସ୍ତ ରହୁଛନ୍ତି ମା’?

DEPRESSION AFTER PREGNANCY: ପ୍ରସବ ପରେ ଗୋଟିଏ ମହିଳାଙ୍କ ଶରୀରରେ ଅନେକ ପରିବର୍ତନ ଆସିଥାଏ । ଯାହା ସମୟକ୍ରମେ ଚିନ୍ତାର କାରଣ ପାଲଟିଥାଏ । ପ୍ରସବ ପରେ ହର୍ମୋନ୍ ସ୍ତରର ହଠାତ୍ ହ୍ରାସ (ଯେପରିକି ଇଷ୍ଟ୍ରୋଜେନ୍, ପ୍ରୋଜେଷ୍ଟେରନ୍, ଏବଂ ଥାଇରଏଡ୍ ହରମୋନ୍) ଏବଂ ନିଦ୍ରାର ଅଭାବ କାରଣରୁ ପ୍ରସବ ପରେ ଅନେକ ମହିଳାମାନଙ୍କୁ ମାନସିକ ଚାପର ସମ୍ମୁଖୀନ ହେବାକୁ ପଡ଼େ । ସେହି ସମୟରେ କିପରି ସେହି ଚାପକୁ କମ କରିବା ତାହା ବୁଝାପଡ଼େ ନାହିଁ। ଆମ … Continue reading କ’ଣ ପାଇଁ ପ୍ରସବ ପରେ ଚିନ୍ତାଗ୍ରସ୍ତ ରହୁଛନ୍ତି ମା’?