Donald Trump Greenland: ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡଙ୍କ ପଛକୁ ଯାଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଗ୍ରୀନଲ୍ୟାଣ୍ଡ କିଣିବା କଥା କହି ହଇଚଇ ସୃଷ୍ଟି କରିଛନ୍ତି। ଏହା ଡେନମାର୍କକୁ ଚିନ୍ତାରେ ପକାଇଛି। ସେ ତରବରିଆ ଭାବେ ସୁରକ୍ଷା ବଢ଼ାଇବା ସହ ପ୍ରତିରକ୍ଷା କ୍ରୟ ପାଇଁ ଏକ ବଡ଼ ପ୍ୟାକେଜ୍ ଘୋଷଣା କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବେ ଶପଥ ନେଇ ନାହନ୍ତି। ଜାନୁଆରି ୨୦ତାରିଖରେ ସେ ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିବେ। କିନ୍ତୁ ଏହା ପୂର୍ବରୁ … Continue reading ଆମେରିକାର ମିତ୍ରରାଷ୍ଟ୍ର ଡେନମାର୍କରେ କାହିଁକି ଟ୍ରମ୍ପଙ୍କୁ ନେଇ ଆସିଛି ଭୂକମ୍ପ ? କ’ଣ ପାଇଁ ଡେନମାର୍କ ସ୍ଲେଜ୍ ଡଗ୍ ଫୋର୍ସ ମୁତ୍ତୟନ କଲାଣି ?
Copy and paste this URL into your WordPress site to embed
Copy and paste this code into your site to embed