Dengue Spreading in Bhubaneswar ।। ରାଜଧାନୀରେ ବଢ଼ିଲାଣି ଡେଙ୍ଗୁ ଭୟ
ବର୍ଷା ଆସିଲା ଭୟ ବଢିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଭୁବନେଶ୍ୱରରେ ଡେଙ୍ଗୁ ପ୍ରଶାସନ ଆଉ ରାଜଧାନୀବାସୀଙ୍କ ମୁଣ୍ଡ ବିନ୍ଧା କାରଣ ପାଲଟିଲାଣି। ଗତ କିଛି ଦିନ ମଧ୍ୟରେ ରାଜଧାନୀର ବିଭିନ୍ନ ଅଂଚଳରେ ସଂକ୍ରମଣ ନିରନ୍ତର ବୃଦ୍ଧି ପାଉଛି। ମଶା ବାହିତ ଏହି ରୋଗର ମାମଲା ଧୀରେ ଧୀରେ ସାମ୍ନାକୁ ଆସିବା ସହିତ ରାଜଧାନୀ ସହରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (BMC) ଅନୁଯାୟୀ, ସହରରେ … Continue reading Dengue Spreading in Bhubaneswar ।। ରାଜଧାନୀରେ ବଢ଼ିଲାଣି ଡେଙ୍ଗୁ ଭୟ
Copy and paste this URL into your WordPress site to embed
Copy and paste this code into your site to embed