Demands for new administrative block ।। ନୂତନ ବ୍ଲକ ସ୍ଥାପନା ପାଇଁ ଜୁଙ୍ଗା ଓ ବକ୍ସି ଗ୍ରାମପଞ୍ଚାୟତବାସୀଙ୍କ ଦାବି

ଜୁଙ୍ଗା ଗ୍ରାମପଞ୍ଚାୟତ ଓ ବକ୍ସି ବାରିଗାଁ ଗ୍ରାମପଞ୍ଚାୟତର ସୀମାନ୍ତରେ ବକ୍ସି ବାରିଗାଁ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଗସ୍ତି ନାଏକଙ୍କ ସଭାପତିତ୍ଵରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଅଞ୍ଚଳର ସମ୍ଭାବ୍ୟ ପଞ୍ଚାୟତ ଓ ବ୍ଲକ ପୁନର୍ଗଠନ ଉପରେ ଆଲୋଚନା କରି, ବର୍ତ୍ତମାନର ପଞ୍ଚାୟତ ଦପ୍ତର ଓ ବ୍ଲକ କାର୍ଯ୍ୟଳୟ ଠାରୁ ବିଭିନ୍ନ ଗ୍ରାମ‌ ଓ ପଞ୍ଚାୟତର ଦୂରତା ଏବଂ ଆଞ୍ଚଳିକ ଜନସଂଖ୍ୟାକୁ ବିଚାରକୁ ନେଇ, ନୂଆ ଗ୍ରାମ ପଞ୍ଚାୟତ ଓ ନୂଆ ବ୍ଲକ୍ ଗଠନ ସକାଶେ ସରକାରଙ୍କ … Continue reading Demands for new administrative block ।। ନୂତନ ବ୍ଲକ ସ୍ଥାପନା ପାଇଁ ଜୁଙ୍ଗା ଓ ବକ୍ସି ଗ୍ରାମପଞ୍ଚାୟତବାସୀଙ୍କ ଦାବି