Demand for vigilance investigation in tender corruption in OSM Corporation ।। ଓଡ଼ିଶା ରାଜ୍ୟ ଔଷଧ ନିଗମର ଟେଣ୍ଡର ଅନୀୟମିତତା ଓ ଦୂର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି

ରାଜ୍ୟ ର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯୋଗାଇ ଦିଆଯାଉଥିବା ରୋଗୀଙ୍କ ରକ୍ତ ପରୀକ୍ଷା ନିମନ୍ତେ ଆବଶ୍ୟକ ମେଡିକାଲ ଯନ୍ତ୍ରପାତି କ୍ରୟ ପାଇଁ ଓଡ଼ିଶା ଔଷଧ ନିଗମ ଦ୍ଵାରା ହେଉଥିବା ଟେଣ୍ଡର ଚୟନରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହୋଇଛି । ତେଣୁ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଓଡ଼ିଶା ନାଗରିକ ସଂଗଠନ ତରଫରୁ ଦାବି ହେଉଛି। ସୂଚନାଯୋଗ୍ୟ ଯେ, ରାଜ୍ୟ ରେ  ଥିବା ୮ ଟି ମେଡିକାଲ୍ କଲେଜ … Continue reading Demand for vigilance investigation in tender corruption in OSM Corporation ।। ଓଡ଼ିଶା ରାଜ୍ୟ ଔଷଧ ନିଗମର ଟେଣ୍ଡର ଅନୀୟମିତତା ଓ ଦୂର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି