ଟରୋଣ୍ଟୋରେ ଓଲଟିଲା ବିମାନ; ୧୮ ଆହତ

Toronto: ରନଓ୍ୱେରେ ବରଫ ଯୋଗୁଁ ଘଟିଲା ଦୁର୍ଘଟଣା ପୁଣି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା । କାନାଡ଼ା ଟରୋଣ୍ଟୋ ପିଅର୍ସନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୋମବାର ସକାଳେ ଅବତରଣବେଳେ ଡ଼େଲଟା ଏୟାରଲାଇନ୍ସର ଜେଟ ବିମାନଟି ଓଲଟିପଡିଥିଲା। ତେବେ ଆଶ୍ଚର୍ଯ୍ୟଜନକ ଭାବେ ବିମାନରେ ଥିବା ୮୦ ଜଣ ଯାତ୍ରୀ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ବିମାନ ବନ୍ଦର ଅଧିକାରୀ ସୂଚନା ଦେଇଛନ୍ତି।  ଏହି ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି। ଏହି ବିମାନଟି ମିନେପଲିସରୁ ୭୬ ଜଣ ଯାତ୍ରୀ … Continue reading ଟରୋଣ୍ଟୋରେ ଓଲଟିଲା ବିମାନ; ୧୮ ଆହତ