Delimitation Bill: Rahul and Mamata concerned! II ଡିଲିମିଟେସନ ବିଲ୍‍, ଚିନ୍ତାରେ ରାହୁଲ-ମମତା!

ଭାରତୀୟ ରାଜନୀତି ଏବଂ ସଂସଦର କରିଡରରେ ଏବେ ଏକ ବଡ଼ ଝଡ଼ର ଆଭାସ ମିଳୁଛି। ଚର୍ଚ୍ଚା ଜୋରଧରିଛି ଯେ, କେନ୍ଦ୍ର ସରକାର ଦେଶରେ ‘ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ’ ବା ଡିଲିମିଟେସନ୍ ବିଲ୍ ଆଣିବାକୁ ଯାଉଛନ୍ତି। କଥା କେବଳ ଏତିକିରେ ସିମିତ ନାହିଁ; ଆଲୋଚନା ହେଉଛି ଯେ ଏହି ପ୍ରସ୍ତାବ ପାସ୍ ହେବା ପରେ ଆମ ଦେଶର ଲୋକସଭା ଆସନ ସଂଖ୍ୟା ବର୍ତ୍ତମାନର ୫୪୩ରୁ ବଢ଼ି ମୋଟ ୮୫୦ ପର୍ଯ୍ୟନ୍ତ ପହଞ୍ଚିପାରେ। ଆଉ ଏହି ଖବର ସାମ୍ନାକୁ ଆସିବା … Continue reading Delimitation Bill: Rahul and Mamata concerned! II ଡିଲିମିଟେସନ ବିଲ୍‍, ଚିନ୍ତାରେ ରାହୁଲ-ମମତା!