ଓଡ଼ିଶାର ଡିଜିଟାଲ ବିଧାନ ପ୍ରକ୍ରିୟା ଉଦାହରଣ ସାଜିଛି: ଅଧ୍ୟୟନ କରିବେ ଦିଲ୍ଲୀ ବାଚସ୍ପତି
Delhi Speaker: ଏଥିପାଇଁ ଦିଲ୍ଲୀ ବିଧାନସଭାର ବାଚସ୍ପତି ବିଜେନ୍ଦର ଗୁପ୍ତା ଆଜିଠୁ ତିନି ଦିନିଆ ଭୁବନେଶ୍ୱର ଗସ୍ତରେ ଆସିବେ। ଜାତୀୟ ଇ-ବିଧାନ ଆପ୍ଲିକେସନ୍ (ଏନଇଭିଏ) ପ୍ରକ୍ରିୟା ମାଧ୍ୟମରେ କାଗଜବିହୀନ ଏବଂ ଡିଜିଟାଲ ବିଧାନ ପ୍ରକ୍ରିୟା ଗ୍ରହଣ କରିଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଏବେ ଆଗରେ ରହିଛି। ଗତ ମାସରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ସହ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ଦିଲ୍ଲୀ ଓଡ଼ିଶାଠାରୁ ଏହି ପ୍ରକ୍ରିୟା ବିଷୟରେ ଜାଣିବାକୁ ଚାହୁଁଛି। ଏଥିପାଇଁ … Continue reading ଓଡ଼ିଶାର ଡିଜିଟାଲ ବିଧାନ ପ୍ରକ୍ରିୟା ଉଦାହରଣ ସାଜିଛି: ଅଧ୍ୟୟନ କରିବେ ଦିଲ୍ଲୀ ବାଚସ୍ପତି
Copy and paste this URL into your WordPress site to embed
Copy and paste this code into your site to embed