Delhi Riots ।। ଅର୍ଥନୀତିକୁ ବିପଦରେ ପକାଇବା ମଧ୍ୟ ହିଂସା

ସୋମବାର ଦିନ ସୁପ୍ରିମକୋର୍ଟ ଉମର ଖାଲିଦ ଏବଂ ଶାର୍ଜିଲ ଇମାମଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଯେଉଁମାନେ ୨୦୨୦ ଦିଲ୍ଲୀ ଦଙ୍ଗାର ବୃହତ ଷଡ଼ଯନ୍ତ୍ର ମାମଲା ସହିତ ଜଡ଼ିତ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ଅପରାଧରେ ଅଭିଯୁକ୍ତ । ତଥାପି ବିଚାରପତି ଅରବିନ୍ଦ କୁମାର ଏବଂ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଗୁଲଫିଶା ଫାତିମା, ମୀରାନ ହାଇଦର, ଶିଫା-ଉର-ରେହମାନ, … Continue reading Delhi Riots ।। ଅର୍ଥନୀତିକୁ ବିପଦରେ ପକାଇବା ମଧ୍ୟ ହିଂସା