high alert ahead of Republic Day ।। ଗଣତନ୍ତ୍ର ଦିବସ ପୂର୍ବରୁ ହାଇ ଆଲର୍ଟ; ଅଲକାଏଦା ଆତଙ୍କବାଦୀ ମହମ୍ମଦ ରେହାନର ଫଟୋ ପ୍ରକାଶିତ

ଗଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କବାଦୀ ବିପଦ ଆଶଙ୍କା ମଧ୍ୟରେ ଦିଲ୍ଲୀ ପୋଲିସ ଜାତୀୟ ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରିଛି । ଏହି ପରିପ୍ରେକ୍ଷୀରେ, ଦିଲ୍ଲୀ ପୋଲିସ ଭାରତୀୟ ଉପମହାଦେଶରେ ଅଲ-କାଏଦା (AQIS) ସହିତ ଜଡ଼ିତ ଆତଙ୍କବାଦୀ ମହମ୍ମଦ ରେହାନର ଏକ ପୋଷ୍ଟର ଜାରି କରିଛି । ପୋଲିସ ଅଧିକାରୀଙ୍କ ଅନୁଯାୟୀ, ମହମ୍ମଦ ରେହାନ ଦିଲ୍ଲୀର ବାସିନ୍ଦା ଏବଂ ଦିଲ୍ଲୀ ପୋଲିସ , ଗୁଇନ୍ଦା ସଂସ୍ଥାଗୁଡ଼ିକ ତାଙ୍କୁ ବହୁତ ଦିନ ଧରି ଖୋଜୁଛନ୍ତି। ଏହା ପ୍ରଥମ … Continue reading high alert ahead of Republic Day ।। ଗଣତନ୍ତ୍ର ଦିବସ ପୂର୍ବରୁ ହାଇ ଆଲର୍ଟ; ଅଲକାଏଦା ଆତଙ୍କବାଦୀ ମହମ୍ମଦ ରେହାନର ଫଟୋ ପ୍ରକାଶିତ