ଏକଜିଟ୍ ପୋଲ୍ କେମିତି ପ୍ରସ୍ତୁତ ହୁଏ?

Delhi Election Exit Polls: ଦିଲ୍ଲୀର ୭୦ଟି ଆସନରେ ମତଦାନ ଶେଷ ହେବାପରେ ସନ୍ଧ୍ୟାରେ ଏକ୍‍ଜିଟ୍ ପୋଲ୍ ତଥ୍ୟ ପ୍ରକାଶ ପାଇଛି। ଜାଣନ୍ତୁ ଦିଲ୍ଲୀର ଏକ୍‍ଜିଟ୍ ପୋଲ୍ କିପରି ପ୍ରସ୍ତୁତ ହେଉଛି, ଜନମତ ସର୍ଭେଠାରୁ ଏହା କିପରି ଭିନ୍ନ ଏବଂ ଏହାକୁ ନେଇ ନିର୍ବାଚନ କମିଶନଙ୍କ ଗାଇଡଲାଇନ କ’ଣ ରହିଛି। ଦିଲ୍ଲୀ କିଏ ଦଖଲ କରିବ ତାହା ୮ ଫେବୃଆରୀରେ ଜଣାପଡ଼ିବ। କିନ୍ତୁ ଏହା ପୂର୍ବରୁ ବୁଧବାର ଦିନ ଆସିଛି ଏକ୍‍ଜିଟ୍ ପୋଲ, ଯେଉଁଥିରେ ଆମ ଆଦାମୀ … Continue reading ଏକଜିଟ୍ ପୋଲ୍ କେମିତି ପ୍ରସ୍ତୁତ ହୁଏ?