ଦିଲ୍ଲୀ କୋର୍ଟ ସଞ୍ଜୟ କପୁରଙ୍କ ସମ୍ପତ୍ତିକୁ ଫ୍ରିଜ୍ କରିବା ସହିତ କରିସ୍ମା କପୁରଙ୍କ ପିଲାମାନଙ୍କ ପାଇଁ ଦେଇଛନ୍ତି ଆଶ୍ୱସ୍ତି || Delhi court freezes Sanjay Kapoor’s assets, gives assurance for Karisma Kapoor’s children

ଗତ ବର୍ଷ ଜୁନ୍ ମାସରେ ଲଣ୍ଡନରେ ମୃତ୍ୟୁବରଣ କରିଥିବା ବ୍ୟବସାୟୀ ସଂଜୟ କପୁରଙ୍କ ସମ୍ପତ୍ତିକୁ ତାଙ୍କ ତୃତୀୟ ପତ୍ନୀ ପ୍ରିୟା ସଚଦେବ କପୁର ଓ ଦ୍ଵିତୀୟ ପତ୍ନୀ ଅଭିନେତ୍ରୀ କରିସ୍ମା କପୁରଙ୍କ ଦୁଇ ପିଲା କିୟାନ୍ ଏବଂ ସମାଇରାଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ । ଯାହାକୁ ନେଇ ପରବର୍ତ୍ତୀ ମୁହୂର୍ତ୍ତରେ ହୋଇଥିବା ବିବାଦ ମଧ୍ୟରେ ଏହାକୁ ନେଇ ଗୁରୁବାର ଦିଲ୍ଲୀ ହାଇକୋର୍ଟ ଏକ ସ୍ଥଗିତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପିତା ସଞ୍ଜୟଙ୍କ ସମ୍ପତିଙ୍କୁ ନେଇ ପୁଅ କିୟାନ୍ … Continue reading ଦିଲ୍ଲୀ କୋର୍ଟ ସଞ୍ଜୟ କପୁରଙ୍କ ସମ୍ପତ୍ତିକୁ ଫ୍ରିଜ୍ କରିବା ସହିତ କରିସ୍ମା କପୁରଙ୍କ ପିଲାମାନଙ୍କ ପାଇଁ ଦେଇଛନ୍ତି ଆଶ୍ୱସ୍ତି || Delhi court freezes Sanjay Kapoor’s assets, gives assurance for Karisma Kapoor’s children