delhi blast ।। ଦିଲ୍ଲୀ ବ୍ଲାଷ୍ଟ : ଫୋନ୍ ବାଜିଲା, ତା’ପରେ…

୨୬ ନଭେମ୍ବର ୨୦୦୮ ରାତି ପ୍ରାୟ ୯.୧୫ ସମୟରେ ଏକ ଫୋନ୍ କଲ୍ କୋଲାବା ପୋଲିସ ଷ୍ଟେସନକୁ ଦକ୍ଷିଣ ମୁମ୍ବାଇର କୋଲାବା କଜୱେରେ ଗୁଳି ଚାଳନା ହେଉଥିବା ସୂଚନା ଦିଆଯାଇଥିଲା । ଫୋନ୍ କରିଥିବା ବ୍ୟକ୍ତି ପୋଲିସ ନିୟନ୍ତ୍ରଣ କକ୍ଷକୁ କହିଥିଲେ ଯେ ଲିଓପୋଲ୍ଡ କାଫେ ଭିତରେ ଗୁଳି ଫୁଟିଛି , ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ସେହି ସମୟରେ ନିକଟସ୍ଥ ତାଜମହଲ ପ୍ୟାଲେସ ହୋଟେଲରେ ବିସ୍ଫୋରଣ ଶୁଣାଯାଇଥିଲା।  କିନ୍ତୁ ଦିଲ୍ଲୀର ଲାଲକିଲ୍ଲା ନିକଟରେ ସମ୍ପ୍ରତି … Continue reading delhi blast ।। ଦିଲ୍ଲୀ ବ୍ଲାଷ୍ଟ : ଫୋନ୍ ବାଜିଲା, ତା’ପରେ…