ଏହି ୫ କାରଣ ପାଇଁ ଦିଲ୍ଲୀରେ ୩୨ ବର୍ଷ ପରେ ସରିଲା ବିଜେପିର ରାଜନୈତିକ ବନବାସ

ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଆପ୍ ଦିଲ୍ଲୀ ଭୋଟରେ ଜବରଦସ୍ତ ଝଟକା ପାଇଛନ୍ତି । ୩୨ ବର୍ଷ ବିଜେପି ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ଦିଲ୍ଲୀରେ ସରକାର ଗଠନ କରିବା ପାଇଁ ବିଜେପି ବହୁମତଠାରୁ ଅଧିକ ଆସନ ପାଇଛି । ବିଜେପିର ସୁନାମୀରେ ଅରବିନ୍ଦ କେଜ୍ରିୱାଲ,ମନୀଷ ସିସୋଦିଆ,ସତ୍ୟନ୍ଦ୍ର ଜୈନ ଓ ସୋମନାଥ ଭାରତୀଙ୍କ ଭଳି ବଡ଼ମୁହଁ ମାଟି କାମୁଛନ୍ତି । ଗତ ଦୁଇ ବିଧାନସଭା ନିର୍ବାଚନରେ ଦୁଇ ଅଙ୍କ ଛୁଇଁ ପାରିନଥିବା ବିଜେପି କେମିତି ଏତେବଡ଼ ଚମତ୍କାର … Continue reading ଏହି ୫ କାରଣ ପାଇଁ ଦିଲ୍ଲୀରେ ୩୨ ବର୍ଷ ପରେ ସରିଲା ବିଜେପିର ରାଜନୈତିକ ବନବାସ