୨୪ ଆକବର ରୋଡ୍ କଂଗ୍ରେସ ମୁଖ୍ୟାଳୟର କାହାଣୀ, ଯେଉଁଠି ୪୫ ଥର ବିଭାଜିତ ହୋଇଥିଲା କଂଗ୍ରେସ

24 Akbar Road: କଂଗ୍ରେସ ମୁଖ୍ୟାଳୟର ନୂଆ ଠିକଣା ଏବେ ୯ଏ କୋଟଲା ମାର୍ଗ। ପୂର୍ବରୁ ଏହା ୨୪ ଆକବର ରୋଡ୍‍ ଥିଲା। ୪୭ ବର୍ଷ ଧରି ୨୪ ଆକବର ରୋଡ୍‍ରେ ଥିବା ପୁରୁଣା କଂଗ୍ରେସ ମୁଖ୍ୟାଳୟରେ ସୋନିଆ ଗାନ୍ଧୀଙ୍କ ଉପରେ ଗୁପ୍ତଚର ଏବଂ ସୀତାରାମ କେଶରୀଙ୍କ ସହ ଧସ୍ତାଧସ୍ତି ସମେତ ଅନେକ ଘଟଣା ଦେଖିବାକୁ ମିଳିଛି। ୪୭ ବର୍ଷ ପରେ ୨୪ ଆକବର ରୋଡ୍ ଆଉ କଂଗ୍ରେସ ମୁଖ୍ୟାଳୟ ହେବ ନାହିଁ। ୧୪୦ ବର୍ଷ ପୁରୁଣା … Continue reading ୨୪ ଆକବର ରୋଡ୍ କଂଗ୍ରେସ ମୁଖ୍ୟାଳୟର କାହାଣୀ, ଯେଉଁଠି ୪୫ ଥର ବିଭାଜିତ ହୋଇଥିଲା କଂଗ୍ରେସ