ଯୁଧ୍ୟ ଯୋଗୁଁ କ୍ଷତିରେ ପଡିବ ୧୩,୦୦୦ କୋଟି ଟଙ୍କାର ସାର ପ୍ରକଳ୍ପ ! || Delay in Talcher fertilizer project raises supply concerns

ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ୧୩,୦୦୦ କୋଟି ଟଙ୍କାର ତାଳଚେର ସାର ଲିମିଟେଡ୍ (TFL) ପ୍ରକଳ୍ପ, ଯାହା ଏକଦା ଭାରତର ସାର ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ ​​କରିବ ବୋଲି ଆଶା କରାଯାଉଥିଲା, ବର୍ତ୍ତମାନ ତାହା ଚାଲିଛି ଚାରି ବର୍ଷରୁ ଅଧିକ ପଛୁଆ ତାଳରେ । ଯାହା ବିଶ୍ୱ ଯୋଗାଣର ଅନିଶ୍ଚିତତା ମଧ୍ୟରେ ଚାଷୀଙ୍କ ପାଇଁ ଚିନ୍ତା ସୃଷ୍ଟି କରୁଛି। ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଉତ୍ପାଦନ କରିବା ପାଇଁ ଡିଜାଇନ୍ ହୋଇଥିବା ଏହି କୋଇଲା ଗ୍ୟାସିଫିକେସନ୍-ଭିତ୍ତିକ ପ୍ଲାଣ୍ଟ … Continue reading ଯୁଧ୍ୟ ଯୋଗୁଁ କ୍ଷତିରେ ପଡିବ ୧୩,୦୦୦ କୋଟି ଟଙ୍କାର ସାର ପ୍ରକଳ୍ପ ! || Delay in Talcher fertilizer project raises supply concerns