Defence Minister Rajnath Singh initiates debate on Operation Sindoor ।। ମହାରାଜ ବହୁତ ହୋଇଗଲା…ପାକିସ୍ତାନ ହାତ ଯୋଡ଼ିବାରୁ ଆକ୍ରମଣ ବନ୍ଦ ହୋଇଥିଲା

ସଂସଦର ମୌସୁମୀ ଅଧିବେଶନରେ ସୋମବାର ଦିନ ଲୋକସଭାରେ ଅପରେସନ ସିନ୍ଦୁର ଉପରେ ଏକ ବିଶେଷ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ଅପରେସନ ସିନ୍ଦୁରକୁ ନେଇ ହୋଇଥିବା ବିତର୍କରେ ଭାଗ ନେଇ କହିଥିଲେ ଯେ,ଭାରତର ଆକ୍ରମଣରେ ଭୟଭୀତ ହୋଇ ପାକିସ୍ତାନ ଅସ୍ତ୍ରବିରତିର ବିନତୀ କରିଥିଲା । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ୨୦୨୫ ମସିହା ମେ ୬ ଓ ୭ ତାରିଖରେ ଭାରତୀୟ ସେନାମାନେ ଅପରେସନ ସିନ୍ଦୁର ଐତିହାସିକ ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପାଦନ କରିଥିଲେ। ଏହା … Continue reading Defence Minister Rajnath Singh initiates debate on Operation Sindoor ।। ମହାରାଜ ବହୁତ ହୋଇଗଲା…ପାକିସ୍ତାନ ହାତ ଯୋଡ଼ିବାରୁ ଆକ୍ରମଣ ବନ୍ଦ ହୋଇଥିଲା