ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ “ହ୍ୟାମର୍ ମିସାଇଲ୍”, MP-ATGM ଏବଂ ଭେର୍ବା ଡିଲ୍‌କୁ ମିଳିଲା ମଞ୍ଜୁରୀ || Defence Acquisition Council meeting approves “Hammer Missile”, MP-ATGM and Verba deal

ଭାରତୀୟ ସେନାର ଯୁଦ୍ଧ କ୍ଷମତା ଏବଂ ସାମରିକ ଶକ୍ତିକୁ ଆହୁରି ସୁଦୃଢ଼ କରିବା ଦିଗରେ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବହୁ ପ୍ରତିକ୍ଷିତ ପ୍ରତିରକ୍ଷା ଚୁକ୍ତିଗୁଡ଼ିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଅଧିଗ୍ରହଣ ପ୍ରସ୍ତାବଗୁଡ଼ିକ ମଧ୍ୟରେ ଅତ୍ୟାଧୁନିକ ହ୍ୟାମର୍ ମିସାଇଲ୍, ମ୍ୟାନ୍-ପୋର୍ଟେବଲ୍ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ଏବଂ ଭେର୍ବା ପୋର୍ଟେବଲ୍ ଏୟାର ଡିଫେନ୍ସ ସିଷ୍ଟମ୍ ସାମିଲ … Continue reading ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ “ହ୍ୟାମର୍ ମିସାଇଲ୍”, MP-ATGM ଏବଂ ଭେର୍ବା ଡିଲ୍‌କୁ ମିଳିଲା ମଞ୍ଜୁରୀ || Defence Acquisition Council meeting approves “Hammer Missile”, MP-ATGM and Verba deal