ଗୁଗଲ, ଚାଟ୍ ଜିପିଟିର ନିଦ ଉଡ଼ାଇଥିବା ଡିପ୍‍ସିକ୍‍ର ସୃଷ୍ଟିକର୍ତ୍ତା କିଏ?

DEEPSEEK: ଚୀନ୍‍ର ଏଆଇ ବଟ୍ ଡିପ୍‍ସିକ୍ ଲଞ୍ଚ୍ ହେବା ପରେ ଆମେରିକୀୟ ଟେକ୍ କମ୍ପାନିଗୁଡ଼ିକରେ ହଇଚଇ ସୃଷ୍ଟି ହୋଇଛି। ବାସ୍ତବରେ ଏହି କାରଣରୁ ନିଭିଡିଆ ନାମକ ଏକ ଆମେରିକୀୟ କମ୍ପାନୀ ଗୋଟିଏ ଦିନରେ ୬୦୦ ବିଲିୟନ ବା ପାଖାପାଖି ୫୦ ଲକ୍ଷ କୋଟି ଟଙ୍କା କ୍ଷତି ସହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣା ପରେ ଆମେରିକୀୟ କମ୍ପାନିଗୁଡ଼ିକୁ ସତର୍କ ରହିବାକୁ କହିଛନ୍ତି। ଏଥିସହିତ ଚୀନର ଅତ୍ୟାଧୁନିକ ସେମିକଣ୍ଡକ୍ଟର ଟେକ୍ନୋଲୋଜିର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା … Continue reading ଗୁଗଲ, ଚାଟ୍ ଜିପିଟିର ନିଦ ଉଡ଼ାଇଥିବା ଡିପ୍‍ସିକ୍‍ର ସୃଷ୍ଟିକର୍ତ୍ତା କିଏ?