ପହଲଗାମ ଆତଙ୍କବାଦୀ ଆକ୍ରମଣ: ବିଶ୍ୱବ୍ୟାପୀ ନେତାଙ୍କ ନିନ୍ଦା

Terror Attack: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ସମଗ୍ର ବିଶ୍ୱର ନେତାମାନେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ଭାରତ ପ୍ରତି ସମର୍ଥନ ଜଣାଇଛନ୍ତି। ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଇ ବିଦେଶୀ ନାଗରିକଙ୍କ ସମେତ ୨୮ ଜଣଙ୍କ ମୃତ୍ୟୁ ହେବା ପରେ ବିଶ୍ୱ ନେତାମାନେ ଚକିତ ହେବା ସହ  ତୀବ୍ର ନିନ୍ଦା କରିଛନ୍ତି। ୟୁନାଇଟେଡ଼ ଷ୍ଟେଟସ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ … Continue reading ପହଲଗାମ ଆତଙ୍କବାଦୀ ଆକ୍ରମଣ: ବିଶ୍ୱବ୍ୟାପୀ ନେତାଙ୍କ ନିନ୍ଦା