Deceived Higher Education Minister || ପ୍ରତାରକ ଉଚ୍ଚଶିକ୍ଷାମନ୍ତ୍ରୀ

ଓଡ଼ିଶାର ଉଚ୍ଚଶିକ୍ଷା ପରିବେଶରେ ଛାତ୍ର ସଂସଦ ଓ ତାହାର ନିର୍ବାଚନ ନେଇ ଆଲୋଚନା ପୁଣି ସରଗରମ। ୨୦୦୦ ପରେ ବିଜୁ ଜନତା ଦଳ (ବିଜେଡି) ସରକାର ଗଠନ ହେବା ସହିତ ରାଜ୍ୟରେ କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଥିଲା। ଦୁଇ ଦଶକ ଧରି ଏହି ବିଷୟ ରାଜନୀତି ଏବଂ ଛାତ୍ରସମାଜ ମଧ୍ୟରେ ଅନେକ ପ୍ରଶ୍ନ, ଅସନ୍ତୋଷ ଓ ଆଶା ସୃଷ୍ଟି କରିଛି। ୨୦୨୪ରେ ବିଜେପି ରାଜ୍ୟ କ୍ଷମତାକୁ ଆସିବା ପୂର୍ବରୁ ଓ ପରେ ଏକ ସ୍ପଷ୍ଟ … Continue reading Deceived Higher Education Minister || ପ୍ରତାରକ ଉଚ୍ଚଶିକ୍ଷାମନ୍ତ୍ରୀ