Debi made Nabin a liar? ।। ନବୀନଙ୍କୁ ମିଛୁଆ କରିଦେଲେ ଦେବୀ?

ବିଜୁ ଜନତା ଦଳ ରାଜନୀତିର ଗୋଟିଏ ପର୍ଯ୍ୟାୟ ଅସ୍ତ ହେବାକୁ ପ୍ରସ୍ତୁତ ହେଉଥିବାବେଳେ ଆଉ ଗୋଟିଏ ପର୍ଯ୍ୟାୟ ଉଦୟ ହେବାକୁ ମୁଣ୍ଡ ଟେକୁଛି। ପ୍ରାୟ ଦୁଇ ଦଶନ୍ଧି ଧରି ବିଜେଡିର ଅବିବାଦିତ ନେତା ଏବଂ ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବ?—ଏହି ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। କାରଣ? ଦଳର ବରିଷ୍ଠ ଉପସଭାପତି ଏବଂ ନବୀନ–ପାଣ୍ଡିଆନ କ୍ୟାମ୍ପର ‘ଇନସାଇଡ୍ ଅର୍ଗାନ’ ବୋଲି ଗଣାଯାଉଥିବା ଦେବୀ ପ୍ରସାଦ … Continue reading Debi made Nabin a liar? ।। ନବୀନଙ୍କୁ ମିଛୁଆ କରିଦେଲେ ଦେବୀ?