Debashish in Srimayi’s favor: Says party has tortured her a lot ।। ଶ୍ରୀମୟୀଙ୍କ ସପକ୍ଷରେ ଦେବାଶୀଷ: କହିଲେ ଦଳ ତାଙ୍କୁ ଦେଇଛି ଅନେକ ନିର୍ଯାତନା

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳ ଅନେକ ନିର୍ଯାତନା ଦେଇଛି। ତାଙ୍କୁ ପ୍ରାର୍ଥୀ କରିବାକୁ କହି ତାଙ୍କଠୁ ଟିକଟ ଛଡ଼ାଇ ନେଇଛି। ସେ କ’ଣ ପାଇଁ କହୁଛନ୍ତି ତାହାକୁ ବୁଝିବାକୁ ଚେଷ୍ଟା କରିବା ବଦଳରେ ଚର୍ଚ୍ଚା କରିବା ଉଚିତ ନୁହେଁ। ବରଂ ସେ ଯାହା କହୁଛନ୍ତି ଠିକ୍‍ କହୁଛନ୍ତି ବୋଲି କହିଛନ୍ତି ବିଜେଡି ସାଂସଦ ଦେବାଶୀଷ ସାମନ୍ତରାୟ। ଆଜି କଟକଠାରେ ଶ୍ରୀ ସାମନ୍ତରାୟ କେବଳ ଶ୍ରୀମୟୀ ନୁହଁନ୍ତି ନିକଟରେ ଦଳରୁ ନିଲମ୍ବିତ ହୋଇଥିବା ବରିଷ୍ଠ ନେତା ପ୍ରଫୁଲ୍‍ଲ … Continue reading Debashish in Srimayi’s favor: Says party has tortured her a lot ।। ଶ୍ରୀମୟୀଙ୍କ ସପକ୍ଷରେ ଦେବାଶୀଷ: କହିଲେ ଦଳ ତାଙ୍କୁ ଦେଇଛି ଅନେକ ନିର୍ଯାତନା