ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମା’ଙ୍କର ପରଲୋକ
ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମା’ ଲୋଭବତୀ ପରିଡ଼ାଙ୍କର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ପରଲୋକ ଘଟିଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ପୁରୀ ଜିଲ୍ଲା ନୂଆହାଟ ନିଭାରଣାରେ ରହୁଥିବା ତାଙ୍କର ୫ ସନ୍ତାନ ଥିବା ବେଳେ ପ୍ରଭାତୀଙ୍କର ତୃତୀୟ ସନ୍ତାନ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଲୋଭାବତୀ ଅସୁସ୍ଥ ଥିଲେ। ତାଙ୍କ ଦେହାନ୍ତ ଖବର ପାଇ ପ୍ରଭାତୀ ନିଜ ଗାଁକୁ ଚାଲିଯାଇଥିଲେ। ନୂଆହାଟ ନିଭାରଣାରେ … Continue reading ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମା’ଙ୍କର ପରଲୋକ
Copy and paste this URL into your WordPress site to embed
Copy and paste this code into your site to embed