Deadly river of Odisha ।। ମୃତପ୍ରାୟ ଓଡ଼ିଶାର ନଦୀ

                               ଭାସ୍କର ପରିଚ୍ଛା ମୃତପ୍ରାୟ ଶିରା ପ୍ରଶିରା ଭଳି ଏବେ ଓଡ଼ିଶାର ନଦୀଗୁଡ଼ିକର ଅବସ୍ଥା। ଶୁଷ୍କ,ଜୀବନହୀନ ଓ ଅସ୍ୱାସ୍ଥ୍ୟକର। ଏକଦା ପବିତ୍ର ଜୀବନରେଖା ଏବଂ ସଭ୍ୟତାର ପୋଷଣକାରୀ ଭାବେ ପରିଗଣିତ, ଓଡ଼ିଶାର ନଦୀଗୁଡ଼ିକ ଆଜି ଏକବାର ଅଣନିଃଶ୍ୱାସୀ ହୋଇପଡ଼ିଛନ୍ତି। ଢୋକେ ପିଇ ଦଣ୍ଡେ ଜୀଇଁବା ଭଳି ନଦୀଗୁଡ଼ିକର ସ୍ଥିତି। ଲକ୍ଷ ଲକ୍ଷ ଲୋକଙ୍କୁ ଖାଦ୍ୟ ଓ ଜୀବନ … Continue reading Deadly river of Odisha ।। ମୃତପ୍ରାୟ ଓଡ଼ିଶାର ନଦୀ