‘ମାଟିର ଝିଅ’ ବନାମ ‘ବୁଲଡୋଜର ମଡେଲ’; ତୁଷ୍ଟିକରଣ ଓ ଅନୁପ୍ରବେଶକୁ ନେଇ ତେଜୁଛି ବିତର୍କ || ‘Daughter of the Soil’ vs. ‘Bulldozer Model’; Debate heats up over appeasement and infiltration

ଭାରତୀୟ ରାଜନୀତିର ପେଣ୍ଠସ୍ଥଳ କୁହାଯାଉଥିବା ପଶ୍ଚିମବଙ୍ଗ ଏବେ ଏକ ବଡ଼ ଧରଣର ବୈଚାରିକ ସଂଘର୍ଷର ସାମ୍ନା କରୁଛି। ଗୋଟିଏ ପଟେ ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀଙ୍କ ‘ବଙ୍ଗଳା ନିଜର ଝିଅକୁ ଚାହେଁ’ ନାରା, ଅନ୍ୟପଟେ ଭାରତୀୟ ଜନତା ପାର୍ଟିର ‘ହିନ୍ଦୁତ୍ୱ ଓ ସୁଶାସନ’ର ଦାବି। ଏହି ଦୁଇ ବିପରୀତମୁଖୀ ଚିନ୍ତାଧାରା ମଧ୍ୟରେ ଏବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଶାଣିତ ମନ୍ତବ୍ୟ ବଙ୍ଗଳା ରାଜନୀତିରେ ନୂଆ ନିଆଁ ଲଗାଇଛି। ମମତାଙ୍କ ‘ମାଟିର ଝିଅ’ … Continue reading ‘ମାଟିର ଝିଅ’ ବନାମ ‘ବୁଲଡୋଜର ମଡେଲ’; ତୁଷ୍ଟିକରଣ ଓ ଅନୁପ୍ରବେଶକୁ ନେଇ ତେଜୁଛି ବିତର୍କ || ‘Daughter of the Soil’ vs. ‘Bulldozer Model’; Debate heats up over appeasement and infiltration