Daughter burns worth 2 million ।। ୨୦ ଲକ୍ଷର ଫଳ ଝିଅ ପୋଡ଼ି

ସରକାରଙ୍କ ମୋଟା ଅଙ୍କର ସହାୟତା ଏବେ ନେଉଛି ଛାତ୍ରୀଙ୍କ ଜୀବନ । ଏବେ ରାଜ୍ୟରେ ବିଭିନ୍ନ ସ୍ଥାନରେ ନିଆଁ ଝାସରେ ଛାତ୍ରୀ ଜଳୁଥିବା ଖବର ସାମ୍ନାକୁ ଆସୁଛି । ବାଲେଶ୍ୱର , ବଳଙ୍ଗା ପରେ ଏବେ କେନ୍ଦ୍ରପଡା । ନିଆଁରେ ପୋଡି ଜଣେ ଛାତ୍ରୀଙ୍କ ମୃତ୍ୟୁ ସମସ୍ତଙ୍କ ମନରେ ଆନେ୍ଦାଳନ ସୃଷ୍ଟି କରିଛି । କିନ୍ତୁ ଗୋଟିଏ ପରେ ପରେ ଗୋଟିଏ ଘଟଣା ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଛି । ବାଲେଶ୍ୱର ଘଟଣା ପରେ ବଳଙ୍ଗା … Continue reading Daughter burns worth 2 million ।। ୨୦ ଲକ୍ଷର ଫଳ ଝିଅ ପୋଡ଼ି