ସେତେବେଳେ ‘ଡାର୍ଲିଂ’, ଏବେ ‘ଭିଲିଆନ୍’ || ‘Darling’ then, ‘Villian’ now

ରାଜନୀତି ଏକ ସନ୍ତୁଳିତ ଦଉଡ଼ି ଉପରେ ଚାଲିବାର ଖେଳ। ଏଠାରେ ଗୋଟିଏ ଭୁଲ ପାଦ ଜଣକୁ ଶିଖରରୁ ଶୂନ୍ୟକୁ ଖସାଇ ଦେଇପାରେ। କଟକ-ବାରବାଟୀ ନିର୍ବାଚନମଣ୍ଡଳୀର ବିଧାୟିକା ସୋଫିଆ ଫିରଦୌସଙ୍କ କ୍ଷେତ୍ରରେ ଏହା ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହୋଇଛି। ଯେଉଁ ଚେହେରାକୁ ନେଇ ଦିନେ ଜାତୀୟ ଗଣମାଧ୍ୟମ ‘ପାଗଳ’ ଥିଲା, ଯାହାଙ୍କୁ ଓଡ଼ିଶା କଂଗ୍ରେସର ନବଜାଗରଣର ପ୍ରତୀକ ଭାବେ ଉପସ୍ଥାପନ କରାଯାଉଥିଲା, ଆଜି ସେହି ସୋଫିଆ ନିଜ ଦଳ ପାଇଁ ‘ବିଶ୍ୱାସଘାତକ’ ଏବଂ ଗଣମାଧ୍ୟମ ପାଇଁ ଜଣେ … Continue reading ସେତେବେଳେ ‘ଡାର୍ଲିଂ’, ଏବେ ‘ଭିଲିଆନ୍’ || ‘Darling’ then, ‘Villian’ now