Darkness under digital light || ଡିଜିଟାଲ ଆଲୋକ ତଳେ ଅନ୍ଧକାର

ଆଧୁନିକ ଭାରତ ଆଜି ଡିଜିଟାଲ କ୍ରାନ୍ତିର ଏକ ନୂତନ ଶିଖରରେ ପହଞ୍ଚିଛି। ପକେଟରେ ଥିବା ଏକ ଛୋଟ ସ୍ମାର୍ଟଫୋନ୍ ଆଜି ମଣିଷର ବ୍ୟାଙ୍କ, ବଜାର ଏବଂ ସରକାରୀ ଦପ୍ତର ପାଲଟିଛି। ଏକ ‘କ୍ଲିକ୍’ରେ ଦୁନିଆ ଆପଣଙ୍କ ପାଖକୁ ଆସୁଛି ସତ, କିନ୍ତୁ ସେହି କ୍ଲିକ୍ ପଛରେ ଛପି ରହିଥିବା ଅନ୍ଧକାରକୁ ଚିହ୍ନିବାରେ ଆମେ ବହୁତ ପଛରେ ପଡ଼ିଯାଇଛୁ। “ଡିଜିଟାଲ ଇଣ୍ଡିଆ”ର ଚକଚକିଆ ଆଲୋକ ତଳେ ସାଇବର ଅପରାଧର ଯେଉଁ କଳା ମେଘ ଘୋଟି ଆସୁଛି, ତାହା କୌଣସି … Continue reading Darkness under digital light || ଡିଜିଟାଲ ଆଲୋକ ତଳେ ଅନ୍ଧକାର