ଓଡ଼ିଶାଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ବିପଜ୍ଜନକ ବାଂଲାଦେଶୀ

ଗୋଟିଏ ଦେଶର ବିକାଶରେ ଭୋଟ୍‍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଯେତେବେଳେ ପ୍ରଶ୍ନ ଉଠେ ଦେଶ ବଡ଼ ନା ଭୋଟ୍‍ର, ସେଠି ଆପଣ କେମିତି ଉତ୍ତର ଦେବେ? କ୍ଷମତା ପାଇଁ ଭୋଟ୍‍ ଯେତିକି ଗୁରୁତ୍ୱପୂର୍ଣ୍ଣ ଭୋଟ ବଢ଼ାଇବାକୁ ଭୋଟର ସେତିକି ଗୁରୁତ୍ୱପୂର୍ଣ୍ଣ। ଆଉ ସେହି ନ୍ୟାୟରେ ଭାରତରେ ଅଣ ଭାରତୀୟ ଭୋଟ୍‍ ଦେଉଛନ୍ତି, ସରକାର ଗଢ଼ୁଛନ୍ତି, ଆମର ଜାତୀୟ ସମ୍ପତ୍ତିରେ ଭାଗିଦାର ହେଉଛନ୍ତି।  ଆଉ ଏଥିଲାଗି ବିଗତ ୭୮ ବର୍ଷ ହେଲା ଲଗାତାର ଉଦ୍ୟମ ଚାଲିଛି; ଆଜିବି … Continue reading ଓଡ଼ିଶାଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ବିପଜ୍ଜନକ ବାଂଲାଦେଶୀ