Danger for the people – an opportunity for the leaders II ଲୋକଙ୍କ ବିପଦ-ନେତାଙ୍କୁ ସୁଯୋଗ

ପ୍ରକୃତିର କରାଳ ରୂପ ଆଗରେ ମଣିଷ କେତେ ଅସହାୟ, ତାହା ପୁଣିଥରେ ଆମକୁ ମନେ ପକାଇ ଦେଇଛି ଗଞ୍ଜାମର ବନ୍ୟା ପରିସ୍ଥିତି। କେଉଁଠି ଘରେ ପାଣି ପଶିଛି, କେଉଁଠି ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି, ଆଉ କେଉଁଠି ରାସ୍ତାଘାଟ ବିଚ୍ଛିନ୍ନ ହୋଇଯାଇଛି। ଚାଷୀର ବର୍ଷକର ପରିଶ୍ରମ ମୁହୂର୍ତ୍ତକ ଭିତରେ ପାଣିରେ ମିଶିଯାଇଛି। ଗରିବ ଓ ଦିନମଜୁରିଆ ପରିବାରଗୁଡ଼ିକର ଜୀବନଜୀବିକା ଉପରେ ଏକ ବଡ଼ଧରଣର ସଙ୍କଟ ଦେଖାଦେଇଛି । କିନ୍ତୁ ଏହି ବନ୍ୟା ଓ ଦୁର୍ଦ୍ଦଶା ଭିତରେ ଆଉ … Continue reading Danger for the people – an opportunity for the leaders II ଲୋକଙ୍କ ବିପଦ-ନେତାଙ୍କୁ ସୁଯୋଗ