ଡାଇକିନ ଇଣ୍ଡିଆ ପୂର୍ବାଞ୍ଚଳ ବଜାରରୁ ୨୧୦ କୋଟିର ରାଜସ୍ୱ ଆୟ ଲକ୍ଷ୍ୟ

Daikin India :ଓଡ଼ିଶାରୁ ୩୦% ଅଭିବୃଦ୍ଧି ଲକ୍ଷ୍ୟ ରଖିଛି ଡାଇକିନ ଇଣ୍ଡଷ୍ଟ୍ରିଜ ଲିମିଟେଡ, ଜାପାନର ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ କମ୍ପାନୀ ଏବଂ ଭାରତରେ ଏୟାର-କଣ୍ଡିସନିଂ ବଜାରରେ ମାର୍କେଟ ଲିଡର ହୋଇଥିବା ଡାଇକିନ ଏୟାର କଣ୍ଡିସନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଡିଏଆଇପିଏଲ୍‍) ବ୍ୟାପକ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଓଡ଼ିଶା ବଜାର ପାଇଁ ଏକାଧିକ ନୂତନ ଏୟାର-କଣ୍ଡିସନିଂ ଉତ୍ପାଦ ପ୍ରବେଶ କରାଇଛି । ଡାଇକିନ ଓଡ଼ିଶାକୁ ଏକ ସମ୍ଭାବନାପୂର୍ଣ୍ଣ ବଜାର ଭାବରେ ବିବେଚନା କରୁଛି, ସେଥିପାଇଁ ଏହା ରୁମ୍‍ … Continue reading ଡାଇକିନ ଇଣ୍ଡିଆ ପୂର୍ବାଞ୍ଚଳ ବଜାରରୁ ୨୧୦ କୋଟିର ରାଜସ୍ୱ ଆୟ ଲକ୍ଷ୍ୟ