Cyclone history in Odisha ।। ଓଡ଼ିଶାରେ ବାତ୍ୟା ଇତିହାସ

ଭୌଗୋଳିକ ସ୍ଥିତି, ନିର୍ଦ୍ଦିଷ୍ଟ ଭୌଗୋଳିକ ବୈଶିଷ୍ଟ୍ୟ ଏବଂ ସ୍ଥିର ଜଳବାୟୁଗତ ଢାଞ୍ଚା ଯୋଗୁଁ ଓଡ଼ିଶାକୁ ପ୍ରାୟତଃ “ବାତ୍ୟା ପ୍ରଭାବିତ ରାଜ୍ୟ” କୁହାଯାଏ । ଏହି ରାଜ୍ୟ ପ୍ରତିବର୍ଷ ବାତ୍ୟାର ସମ୍ମୁଖୀନ ହୋଇଥାଏ ଏହାର ବାତ୍ୟା ଇତିହାସ ବହୁ ପୁରୁଣା ।  ଶକ୍ତିଶାଳୀ ଘୂର୍ଣ୍ଣିବଳୟ ବିଶେଷକରି ୧୯୯୯ର ବିନାଶକାରୀ ଘୂର୍ଣ୍ଣିବଳୟ ସହିତ ରାଜ୍ୟର ଦୁଃଖଦ ଇତିହାସ ରହିଛି , ଏହା ପରେ ପରେ ମଧ୍ୟ ରାଜ୍ୟ ଅନେକ ଛୋଟ ବଡ଼ ବାତ୍ୟାର ସମ୍ମୁଖିନ ହୋଇଛି । ଭୌଗୋଳିକ ଏବଂ … Continue reading Cyclone history in Odisha ।। ଓଡ଼ିଶାରେ ବାତ୍ୟା ଇତିହାସ