ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଥିବା ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଉପକୂଳ ଅଞ୍ଚଳରେ ଚିନ୍ତା ବଢ଼ିଛି। ବାତ୍ୟାଟି ଅତିଭୀଷଣ ରୂପ ନେଇ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଉଥିବା ନେଇ ଦିଆଯାଇଥିବା ସୂଚନାରେ କୁହାଯାଇଛି। ସମ୍ଭାବ୍ୟ ଲ୍ୟାଣ୍ଡଫଲ୍ ଏବଂ ପ୍ରବଳ ପବନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି। ସୂଚନା ଅନୁଯାୟୀ, ବାତ୍ୟାଟି ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ପ୍ରାୟ ୨୨ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରୁଛି। ଏହା ବିଶାଖାପାଟଣାଠାରୁ ପ୍ରାୟ ୨୬୦ … Continue reading Cyclone Arnab Update II ଅତିଭୀଷଣ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଆତଙ୍କ! ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ ଆଶଙ୍କା, ଓଡ଼ିଶାର ୮ ଜିଲ୍ଲା ସତର୍କ
Copy and paste this URL into your WordPress site to embed
Copy and paste this code into your site to embed