Cyclone alert: Kalinga gorge completely sealed ।। ବାତ୍ୟା ସତର୍କ : କଳିଙ୍ଗା ଘାଟି ସମ୍ପୂର୍ଣ୍ଣ ସିଲ୍
ସମ୍ଭାବ୍ୟ ବାତ୍ୟା ମନ୍ଥା ଲାଗି କନ୍ଧମାଳ ଜିଲାକୁ ଲାଲ ସତର୍କତା ଜାରି କରାଯାଇଛି। ସୋମବାର ଅପରାହ୍ନରୁ ଜିଲାର ପ୍ରାୟ ସମସ୍ତ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ସମ୍ଭାବ୍ୟ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଜିଲାପାଳଙ୍କ ନିର୍ଦେଶ କ୍ରମେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କଳିଙ୍ଗା ଘାଟିକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି। ବିପଦସଙ୍କୁଳ ଅବସ୍ଥାରେ ଥିବା ଭୂସ୍ଖଳନ ସ୍ଥାନରେ ପୁଣି ଭୂସ୍ଖଳନ ଆଶଙ୍କା ସହ ଅନ୍ୟସ୍ଥାନରେ ମଧ୍ୟ ଅନୁରୂପ ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ କଳିଙ୍ଗା … Continue reading Cyclone alert: Kalinga gorge completely sealed ।। ବାତ୍ୟା ସତର୍କ : କଳିଙ୍ଗା ଘାଟି ସମ୍ପୂର୍ଣ୍ଣ ସିଲ୍
Copy and paste this URL into your WordPress site to embed
Copy and paste this code into your site to embed