ସାଇବର ଠକେଇ; ଏଚଡ଼ିଏଫସି ବ୍ୟାଙ୍କ ଗ୍ରାହକ ସର୍ବାଧିକ ଶିକାର

ଲୋକସଭାରେ ଏନେଇ ସାଂସଦଙ୍କ ଉଦବେଗ ପ୍ରକାଶ ଇଣ୍ଟରନେଟ ଓ ଡିଜିଟାଲ ବିନା ଲୋକଙ୍କ ଜୀବନଯାପନ ଏବେ କଷ୍ଟକର ହୋଇପଡ଼ିଛି। ଏହାର ବ୍ୟବହାର ଦ୍ୱାରା ମଣିଷ ଯେତେକି ସୁବିଧା ପାଉଛି ସେତିକି ଅସୁବିଧା ମଧ୍ୟ ରହୁଛି। ଏହାଦ୍ୱାର ସାଇବର ଠକଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି। ଏହି ସମସ୍ୟା କୌଣସି ରାଜ୍ୟ କି ଦେଶରେ ନୁହେଁ, ଏହା ବର୍ତ୍ତମାନ ସାରା ବିଶ୍ୱ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି। ଅନେକ ଲୋକ ଅନେକ ସମୟରେ ସାଇବର ଠକେଇର … Continue reading ସାଇବର ଠକେଇ; ଏଚଡ଼ିଏଫସି ବ୍ୟାଙ୍କ ଗ୍ରାହକ ସର୍ବାଧିକ ଶିକାର