କଟକ ଦିନିକିଆ: ବାରବାଟୀ ଷ୍ଟାଡିୟମରେ ଗରମ ଦିନରେ ପ୍ରଶଂସକଙ୍କ ପାଇଁ ଆଶ୍ୱସ୍ତିର ସ୍ପ୍ରେ
ବାରବାଟୀ ଷ୍ଟାଡିୟମରେ ଭାରତ ଇଂଲଣ୍ଡ ଦ୍ୱିତୀୟ ଦିନିକିଆର କିଛି ଦିନ ପୂର୍ବରୁ ସମସ୍ତ ଟିକେଟ୍ ବିକ୍ରି ହୋଇଯାଇଥିଲା।ଅପରାହ୍ନ ୧ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଯେତେ ଶୀଘ୍ର ସମ୍ଭବ ଗ୍ୟାଲେରିଭିତରକୁ ଯିବା ପାଇଁ ଷ୍ଟାଡିୟମ୍ ଚାରିପଟେ ଲମ୍ବା ଧାଡ଼ି ଲାଗିଥିଲା। ଫେବ୍ରୁଆରି ପ୍ରାରମ୍ଭବେଳକୁ ଦିନଟି ବହୁତ ଗରମ ଥିଲା, କିନ୍ତୁ ଓଡ଼ିଶାର କ୍ରିକେଟ୍ ପାଗଳ ପ୍ରଶଂସକଙ୍କ ପାଇଁ ଏହା ବିଶେଷ ଗୁରୁତ୍ୱ ପୂର୍ଣ୍ଣ ନଥିଲା।୪୫ ହଜାର କ୍ଷମତା ବିଶିଷ୍ଟ ପଡ଼ିଆ ଭର୍ତ୍ତି ହୋଇଥିବା … Continue reading କଟକ ଦିନିକିଆ: ବାରବାଟୀ ଷ୍ଟାଡିୟମରେ ଗରମ ଦିନରେ ପ୍ରଶଂସକଙ୍କ ପାଇଁ ଆଶ୍ୱସ୍ତିର ସ୍ପ୍ରେ
Copy and paste this URL into your WordPress site to embed
Copy and paste this code into your site to embed